କାଳିଆ ଟଙ୍କା ଫେରାଇବେ ହିତାଧିକାରୀ

  କାଳିଆ ଟଙ୍କା ଫେରାଇବେ ହିତାଧିକାରୀ   

   ଭୁବନେଶ୍ଵର,୬/୦୮ (ଓଡିଆ ପୁଅ /ପଙ୍କଜି ନାୟକ): 'କାଳିଆ ଯୋଜନା ରେ ଅଯୋଗ୍ୟ ହିତାଧିକାରି ଙ୍କ ଟଙ୍କା       ଫେରିବ । ଖୁବଶୀଘ୍ର ଅଯୋଗ୍ୟ ଅଧିକାରୀ ଙ୍କ ତାଲିକା ନେଇ ପଞ୍ଚାୟତ ସ୍ତରରେ ଯାଞ୍ଚ କାର୍ଯ୍ୟକ୍ରମ ଆରମ୍ଭ             ହେବବୋଲି ସୂଚନା ମିଳିଛି।

   ତେବେ ଏନେଇ ପଞ୍ଚାୟତ ସ୍ତରରେ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଏହା ସହ ଟଙ୍କା ଫେରାଇବା ପାଇଁ               ଆବେଦନ କରିପାରିବେ ଆଯୋଗ୍ୟ ହିତାଧିକାରୀ। ୬ ରୁ ୧୪ ଅଗଷ୍ଟ ମଧ୍ୟରେ ଅଯୋଗ୍ୟ ହିତାଧିକାରୀ ମାନେ         ଆବେଦନ କରିପାରିବେ। ଅଯୋଗ୍ୟ ହିତାଧି କାରୀଙ୍କୁ ଚିହ୍ନଟ ପାଇଁ ପଞ୍ଚାୟତ ସ୍ତରରେ କମିଟି ଗଠନ କରାଯାଇଛି।     ଏନେଇ କୃଷି ସଚିବ ସୌରଭ ଗର୍ଗ ସୂଚନା ଦେଇଛନ୍ତି।

             

Powered by Blogger.